Muselipanga-Kandhamal ମୁସେଲିପାଙ୍ଗା ଅଞ୍ଚଳରେ କଲରା ପତୁରିଆ ବାଘ ଯୋଗୁଁ ଜନସାଧାରଣ ଭୟଭୀତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପଲାବୃଡି ପଞ୍ଚାୟତ ମୁସେଲିପାଙ୍ଗl ଅଞ୍ଚଳରେ କଲରା ପତୁରିଆ ବାଘ ବୁଲିବା ଖବର ପଦା କୁ ଆସିବା ପରେ ସ୍ଥାନେ ସ୍ଥାନେ କକୁଆ ଭୟ ସମେତ ଛକ ଛକ ରେ ଚର୍ଚ୍ଚା ଜୋର ଧରିଥିବା ଶୁଣିବାକୁ ମିଳିଛି । ପୁର୍ବରୁ ଉକ୍ତ ଅଞ୍ଚଳରେ କିଛି ଗ୍ରାମବାସୀ ମାନେ ଅନେକ ଥର ବାଘ ବୁଲୁଥିବା ଦେଖିଥିବା ରୁ ଅଞ୍ଚଳବାସୀ ଭୟଭୀତ ଥିବା ପ୍ରକାଶ କରିଛନ୍ତି । ଗତ ସନ୍ଧ୍ୟା ୮ ଟା ସମୟରେ ଟେଲାପାଲୀ ଗ୍ରାମରୁ ଗୋଟିଏ ଡିଜେ ଗାଡ଼ି ବାଲନ୍ଦାପଡ଼ା ଗ୍ରସ୍ଥ କରୁଥିବା ସମୟରେ ମୁସେଲିପାଙ୍ଗା ଠାରୁ କଡ଼ିସରୁ ଗ୍ରାମ ମଝି ରେ ଏକ କଲରାପତରିଆ ବାଘ ରାସ୍ତା ପାର ହେଉଥିବାର ଦେଖି ଭୟରେ ଡିଜେ ଗାଡ଼ି ଡ୍ରାଇଭର ଗାଡ଼ି କୁ ଅଟକ ରଖି ଗାଡିର ଲାଇଟ୍ ଗୁଡ଼ିକକୁ କିଛି ସମୟ ପାଇଁ ବନ୍ଦ କରିଦେଇଥିଲେ । ଲାଇଟ୍ କୁ ବନ୍ଦ କରିଦେଇଥିବାରୁ କିଛି ସମୟ ପରେ ବାଘ ଟି କାହାର କିଛି କ୍ଷତି ନ କରି ନିଜ ରାସ୍ତାରେ ଜଙ୍ଗଲ ଭିତରକୁ ଚାଲି ଯାଇଥିବା ଡିଜେ ଗାଡ଼ି ଡ୍ରାଇଭର ମାଧ୍ୟମରେ ଶୁଚନା ମିଳିବା ପରେ ଗ୍ରାମବାସୀ ଙ୍କ ତରଫରୁ ବିଳମ୍ୱ ନ କରି ଫିରିଙ୍ଗିଆ ବନ ବିଭାଗ କୁ ଖବର ଦିଆଯାଇଥିବା ଜଣାପଡ଼ିଛି । ବନ ବିଭାଗ ନିଜର ପ୍ରତିକ୍ରିୟାରେ ବାଘ ଉପରେ ନଜର ରଖା ଯାଇଥିବା ସୂଚନା ଦେଇଥ

Leave a Comment

Your email address will not be published. Required fields are marked *

Scroll to Top