Foudation Stone Laying-CHC Barpali: ବ୍ଲକ ଜନସ୍ୱାସ୍ଥ୍ୟ କେନ୍ଦ୍ର ସି.ଏଚ.ସି.ର ଭିଭିପ୍ରସ୍ତର ସ୍ଥାପନ

ବରଗଡ଼/ବରପାଲି: ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପୂର୍ତ୍ତବି ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ବ୍ଲକ ଜନସ୍ୱାସ୍ଥ୍ୟ କେନ୍ଦ୍ର ସି.ଏଚ.ସି.ର ଭିଭିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥ୍ ଭାବେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ସମ୍ମାନିତ ଅତିଥ୍ ରୂପେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଦିନେଶ ଗହୀର ଯୋଗଦେଇ ଭୂମିପୂଜନ ସହ ଭିଭିପ୍ରସ୍ତର ସ୍ଥାପନ କରିଥିଲେ । ପୂର୍ତ୍ତ ବିଭାଗୀୟ ଏସ.ଡି.ଓ. ସୁସ୍ମିତା ସାହୁ, ମେଡ଼ିକାଲ ଅଫିସର ଡ଼ା. ରାଜେଶ ବେହେରା, ଆନନ୍ଦ, ଅରବିନ୍ଦ, ଜୟନ୍ତ ତ୍ରିପାଠୀ, ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ସହ ବିଜେପି ନଗରମଣ୍ଡଳ ସଭାପତି ପଦ୍ମଲୋଚନ ସାହୁ, ସତଲମା ମଣ୍ଡଳ ସଭାପତି ଧୂରୋଜ ପଧାନ, ମହିଳା ମୋର୍ଚ୍ଚା ସଭାପତି ବନ୍ଦନା ବେହେରା, ଚୁମକୀ ମେହେର, ଶରତ ଦାଶ, ଦୟାଳୁ ସାହୁ, ଶ୍ୟାମ ଶ୍ରୀବସ୍ତାବ, ଲବ ବେହେରା, ଦେବାନନ୍ଦ ଦାଶ, ଶାସ୍ତ୍ରୀ ପଣ୍ଡା, ବିକି ସୋନି, ବୁଲୁ ରଣା, ବିକି ଥାଇତ, ମହେଶ ଦେବତା, ଶରତ ବିଶି ପ୍ରମୁଖ ବିଜେପି କର୍ମୀ ମାନେ ଉପସ୍ଥିତ ରହିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top