ଖେଳ ଶିକ୍ଷକ ହୃଦମଣୀ ସାହୁଙ୍କ ମାତୃ ବୋୟୋଗ

ଖେଳ ଶିକ୍ଷକ ହୃଦମଣୀ ସାହୁଙ୍କ ମାତୃ ବୋୟୋଗ

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଗ୍ରାମର ବାସିନ୍ଦା ଗାଡିଚାଳକ ସଂଘ ସଭାପତି, ଉତ୍କଳଗଡ ଉତ୍ସବର ସଭାପତି, ସାମାଜସେବୀ, ସଂଗଠକ ତଥା ଖେଳ ଶିକ୍ଷକ ହୃଦମଣି ସାହୁଙ୍କ ମାତୃ ବିୟୋଗରେ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମେଳାପୀ, ମିଷ୍ଟଭାଷି, ସନ୍ତାନ ବତ୍ସଳ୍ୟା ମାତା ଲକ୍ଷ୍ମୀ ସାହୁଙ୍କ ୮୭ ବର୍ଷ ବୟସରେ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ହୃଦମଣି ସାହୁ, ଶାନ୍ତି ସାହୁ, ପିତବାସ ସାହୁ, ସୁବାଷ ଚନ୍ଦ୍ର ସାହୁ, ଝିଅ ତପିସା ସାହୁ, ସମେତ ରୋଶନ, ଚିକୁ, ଜିକୁ ନାତି ନାତୁଣିମାନେ ଉପସ୍ଥିତ ଥିଲେ । ଏମାନଙ୍କ ବ୍ୟତୀତ ଶେଷକୃତ୍ୟ ସମୟରେ ଗାଡିଚାଳକ ସଂଘର ସଭ୍ୟମାନେ, ଶିଶୁ ମନ୍ଦିରର କର୍ମକର୍ତ୍ତାଙ୍କ ଉତ୍ତାଳଗଡ ନାଟ୍ୟ ସଂସଦର ସଂସଦର ସଭ୍ୟମାନେ ଉପସ୍ଥିତ ଥିଲେ ।

Leave a Comment

Your email address will not be published. Required fields are marked *

Scroll to Top