ଫେବୃୟାରୀ ୨୪ ରେ ହେବ ବିଶ୍ବଶାନ୍ତି ଅଷ୍ଟପ୍ରହରୀ ନାମଯଜ୍ଞ

ଫେବୃୟାରୀ ୨୪ ରେ ହେବ ବିଶ୍ବଶାନ୍ତି ଅଷ୍ଟପ୍ରହରୀ ନାମଯଜ୍ଞ

ବରପାଲି/ବରଗଡ : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଫୁଲାପାଲି ଶ୍ରୀ ରାଧାକୃଷ୍ଣ ଯଜ୍ଞ ମଣ୍ଡଳୀ ଠାରେ ତୃତୀୟ ଶ୍ର୍ରୀ ଶ୍ରୀ ବିଶ୍ବଶାନ୍ତି ଅଷ୍ଟପ୍ରହରୀ ନାମଯଜ୍ଞ ହେବାକୁ ଥିବା ବେଳେ ଆସନ୍ତା ଫେବୃୟାରୀ ମାସ ୨୩ ତାରିଖ ରବିବାର ଦିନ ଅଧିବାସ କର୍ମ (କଳସଯାତ୍ରା), ୨୪ ତାରିଖ ସୋମବାର ଦିନ ନାମାରମ୍ଭ ଏବଂ ୨୫ ତାରିଖ ମଙ୍ଗଳବାର ଦିନ ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଛି । ବିଶ୍ବଶାନ୍ତି ନିମିତ୍ତ ଉକ୍ତ ମହାଯଜ୍ଞ କାର୍ଯ୍ୟକ୍ରମରେ ଅଞ୍ଚଳ ତଥା ଦୂର ଅଞ୍ଚଳର ନାମଯଜ୍ଞ ସଂକୀର୍ତ୍ତନ୍ୟ ପିପାଷୁ, ସଂକୀର୍ତ୍ତନ୍ୟ କଳାପ୍ରେମୀ, କଳାକାର ତଥା ଭକ୍ତବୃନ୍ଦ କାର୍ଯ୍ୟକ୍ରମ ଅବଧି ରେ ଫୁଲାପାଲି ଗ୍ରାମର ରାଧାକୃଷ୍ଣ ନାମଯଜ୍ଞ ମଣ୍ଡଳୀରେ ପଦାର୍ପଣ କରି କୃଷ୍ଣ ନାମାମୃତ ତଥା ପ୍ରସାଦ ସେବନ ପୂର୍ବକ ଉପସ୍ଥିତ ସମସ୍ତଙ୍କୁ ଉତ୍ସାହିତ କରିବା ହେବେ ବୋଲି କାର୍ଯ୍ୟଗ୍ରାହୀ ଗୁରୁ ଶ୍ରୀ ଉର୍କୁଲୁ ମହାରାଜ ଆମ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଗୁରୁ ଶ୍ରୀ ଉର୍କୁଲୁ ମହାରାଜ

Leave a Comment

Your email address will not be published. Required fields are marked *

Scroll to Top