Career Guidance Training Kalahandi: କେରିୟାର ଗାଇଡାନ୍ସ ତାଲିମ ପ୍ରୋଗ୍ରାମ ଅନୁଷ୍ଠିତ


କଳାହାଣ୍ଡି: ପିରାମଲ ଫାଉନ୍ଡେଶନ, ସ୍କିଲ ଡେଭେଲପମେନ୍ଟ ବିଭାଗ ଓ ଜିଲ୍ଲା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ବିଭାଗ ର ମିଳିତ ସହଯୋଗରେ ମା ମଣିକେଶୱାରୀ ମହାବିଦ୍ୟାଳୟରେ କେରିୟାର ଗୁଇଡାନ୍ସ ତାଲିମ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା। ଏହି ଟ୍ରେନିଂ ରେ ସ୍କିଲ ଡେଭେଲପମେନ୍ଟର ସୁବିଧା ସୁଯୋଗ ଉପରେ ଛାତ୍ର ଓ ଛାତ୍ରୀ ମାନଙ୍କୁ ବୁଝାଯାଇଥିଲା ତଥା ସମାଜପ୍ରତି ଯୁବକମାନଙ୍କର ଗୁରୁତ୍ୱ ଭୂମିକା ଉପରେ ମଧ୍ୟ କୁହ ଯାଇଥିଲା । ଏଥିରେ ଏସ ଡି ଓ ସୁବିଦୀତ ସାମନ୍ତରାୟ, କଲେଜ ପ୍ରିନ୍ସିପ୍ଯାଲ – ସତ୍ୟ ନାରାୟଣ ମୁଂଡିଛିନା, ପିରାମଲ ଫାଉନ୍ଡେଶନର ପ୍ରୋଗ୍ରାମ ମ୍ଯାନେଜର-ଚାର୍ଲ୍ସ ଜିମ୍ମୀ ବ୍ୟାଚମନଂ, ସିନିୟର ପ୍ରୋଗ୍ରାମ ଲିଡ଼ର-ମହେଶ୍ବର ମାଝୀ, ଗାନ୍ଧୀ ଫେଲୋ-ପିୟୁଷ ପାଣ୍ଡେ, ରିକଏତ କୁମାରୀ, ଆନନ୍ଦ, ମ ଡି ଫାଇଜନ, ସି ଏମ ଫେଲୋ- ପ୍ରିୟା , କେଶବ ଆଦି ଯୋଗଦାନ କରି ଏହି ମିଟିଂ କୁ ସଫଳ କରାଇଥିଲେ।

Leave a Comment

Your email address will not be published. Required fields are marked *

Scroll to Top